Skip to book content
My Swing - Odia
by Vidya Nahar
Pages 4 and 5 of 9
ମୋର ଦୋଳି
Audio icon
My Swing In Thirty Seven World Languages - Library
Audio icon
My Swing in Thirty Seven World Languages - Master Book
ଲେଖିକା, ଲେଆଉଟ୍, ମଡେଲ୍: ବିଦ୍ୟା ନାହର |
ଫଟୋଗ୍ରାଫି: ନିରାଲୀ ନାହର |
ଅନୁବାଦ ଏବଂ ବ୍ୟାଖ୍ୟା : ମୋନା ଦାସ |
www.vyayam.com
www.balodyan.com
www.vyanjan.us
ଏଇଟା ମୋର ଦୋଳି.
ମୋ ଦୋଳି ମତେ ବହୁତ ଭଲ ଲାଗେ.
Audio icon
Audio icon
ମୁଁ କେବେ କେବେ ଦୋଳି ରେ ବସି କରି ଝୁଲେ,
Audio icon
ଆଉ କେବେ କେବେ ଛିଡା ହେଇ କରି.
Loading...
Audio icon
Loading...
Loading...
କେବେ କେବେ ମୁଁ ଓଲଟା ହେଇ କରି ବି ଝୁଲେ,
Loading...
Loading...
Loading...
Audio icon
Loading...
Loading...
Loading...
ଆଉ କେବେ କେବେ ଦୋଳି ଉପରେ ଯୋଗ କରେ .
Loading...
Audio icon
କେବେ କେବେ ମୁଁ ଦୋଳି ଉପରେ ବସି କରି ଆରାମ କରେ,
Audio icon
ଆଉ କେବେ କେବେ ବହି ପଢେ .
Audio icon
କେବେ କେବେ ମୁଁ ଦୋଳି ଉପରେ ଧ୍ୟାନ କରେ,
Audio icon
ଆଉ କେବେ କେବେ ମୁଁ ଏଣୁ ତେଣୁ କଥା ଭାବେ .
ମୋ ଦୋଳି ମତେ ବହୁତ ଭଲ ଲାଗେ.
Audio icon
Audio icon
ଆପଣଙ୍କୁ ମୋର ଦୋଳି କେମିତି ଲାଗିଲା?
www.vyayam.com
www.balodyan.com
www.vyanjan.us
Audio icon
ଲେଖିକା ବିଦ୍ୟା ନାହର ତାଙ୍କ ପରିବାର ସହିତ ଆମେରିକାରେ ରୁହନ୍ତି |
ସେ ଯୋଗ, ହିନ୍ଦୀ, ମରାଠୀ ଏବଂ ଶାକାହାରୀ ରୋଷେଇ ଶିଖାନ୍ତି |
ବିଦ୍ୟା ଯୋଗ, ପଢିବା, ଲେଖିବା ଏବଂ ଯୋଗ ଅଭ୍ୟାସ କରିବାକୁ ପସନ୍ଦ କରନ୍ତି |
Audio icon
ଅନୁବାଦକ ଏବଂ ବର୍ଣ୍ଣନାକାରୀ ମୋନା ଦାସ ତାଙ୍କ ପରିବାର ସହିତ ଆମେରିକାରେ ରୁହନ୍ତି | ସେ କଳା, ସଙ୍ଗୀତ ଏବଂ ଫଟୋଗ୍ରାଫିକୁ ଭଲ ପାଆନ୍ତି |