My Swing - Odia

by Vidya Nahar

Cover

Loading...
ମୋର ଦୋଳି 
Loading...
Loading...
ଲେଖିକା, ଲେଆଉଟ୍, ମଡେଲ୍: ବିଦ୍ୟା ନାହର |
ଫଟୋଗ୍ରାଫି: ନିରାଲୀ ନାହର |
ଅନୁବାଦ ଏବଂ ବ୍ୟାଖ୍ୟା : ମୋନା ଦାସ |
ଏଇଟା ମୋର ଦୋଳି.
ମୋ ଦୋଳି ମତେ ବହୁତ ଭଲ ଲାଗେ.
ମୁଁ କେବେ କେବେ ଦୋଳି ରେ ବସି କରି ଝୁଲେ,
ଆଉ କେବେ କେବେ ଛିଡା ହେଇ କରି.
କେବେ କେବେ ମୁଁ ଓଲଟା ହେଇ କରି ବି ଝୁଲେ,
ଆଉ କେବେ କେବେ ଦୋଳି ଉପରେ ଯୋଗ କରେ .
କେବେ କେବେ ମୁଁ ଦୋଳି ଉପରେ ବସି କରି ଆରାମ କରେ,
ଆଉ କେବେ କେବେ ବହି ପଢେ .
PrevNext